#Breaking News #Exclusive

ରାଏସିନା ହିଲ ରାଷ୍ଟ୍ରପତି ଭବନରେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେଲେ

 ନୂଆଦିଲ୍ଲୀ ( ଉଲ୍ଲାପ୍ର )ଦେଶର ପ୍ରଥମ ନାଗରିକ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟଥର ପାଈଁ ପ୍ରଧାନମନ୍ତ୍ରୀ ଭାବେ ଶପଥ କରାଇଛନ୍ତି, କ୍ୟାବିନେଟର ଦ୍ୱିତୀୟ ମନ୍ତ୍ରୀଭାବେ ରାଜନାଥ ସିଂହ, ଅମିତ ସାହା,ନିତିନ ଗଡ଼କରୀ,ଜଗତ ପ୍ରକାଶ ନଡ୍ଡା, ଶିବରାଜ ସିଙ୍ଗ ଚୌହାନ,ନିର୍ମଳା ସୀତାରମଣ,ଏସ ଜୟସଙ୍କର,ମନୋହର ଲାଲ ଖଟର,ଏଚ ଡି କୁମାରସ୍ୱାମୀ,ପିୟୁଷ ଵେଦ ପ୍ରକାଶ ଗୋୟେଲ,ଧର୍ମେନ୍ଦ୍ର ପ୍ରଧାନ,ଜିତେନ୍ ରାମ ମାଝୀ,ରାଜୀବ ରଞ୍ଜନ ସିଂ,ସର୍ବାନନ୍ଦ ସୋନେୱାଲ,ଡ଼ ବୀରେନ୍ଦ୍ର କୁମାର,କେଞ୍ଜ ରାପୁ ରାମ ମୋହନ ନାଇଡ଼ୁ,ପ୍ରହ୍ଲାଦ ଯୋଶୀ,ଜୁଏଲ ଓରାମ,ଗିରିରାଜ ସିଂ, ଅଶ୍ୱିନୀ ବୈଷ୍ଣବ,ଜ୍ୟୋତି ରାଦିତ୍ୟ ସିନ୍ଧିଆ,ଭୂପେନ୍ଦ୍ର ଯାଦବ,ଗଜେନ୍ଦ୍ର ସିଙ୍ଗ ଶେଖାୱତ, ଅର୍ନପୂର୍ଣ୍ଣା ଦେବି,କିରଣ ରିଯୁଜୁ,ହାରଦୀପ ସିଂ ପୁରୀ,ଡ଼ ମନସୁଖ ମାଣ୍ଡଭିୟା,ଜି ଗଙ୍ଗା କିସାନ ରେଡ଼ି,ଚିରାଗ ପାସ୍ୱାନ,ସିଆର ପାଟିଲ ପ୍ରମୁଖ ଶପଥ ନେଇଛନ୍ତି, ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ଇନ୍ଦ୍ରଜିତ ସିଂ,ଡ଼ ଜିତେନ୍ଦ୍ର ସିଂ,ଅର୍ଜୁନ ରାମ ମେଘୱାଲ,ପ୍ରତାପ ରାଓ ଗଣପତ ରାଓ ଯାଦବ,ଜୟନ୍ତ ଚୌଧୁରୀ,ଜିତେନ୍ଦ୍ର ପ୍ରସାଦ,ଶ୍ରୀପଦ ନାୟକ,ପଙ୍କଜ ଚୌଧୁରୀ,କ୍ରିଷ୍ଣ ପାଲ,ରାମଦାସ ଅଠା ୱାଲେ,ରାମନାଥ ଠାକୁର,ନିତ୍ୟାନନ୍ଦ ରାୟ,ଅନୁପ୍ରିୟା ପଟେଲ,ବି ସୋମାନ୍ନା,ଡ଼ ପ୍ରେମାସ୍ୱାମୀ ଚନ୍ଦ୍ରଶେଖର,ପ୍ରଫେସର ଏସପି ସିଂ ବାଘେଲ,ସୁଶ୍ରୀ ଶୋଭା,କୀର୍ତ୍ତି ବର୍ଦ୍ଧନ ସିଂ,ବିଏଲ ବର୍ମା,ଶାନ୍ତନୁ ଠାକୁର,ସୁରେଶ ଗୋପୀ,ଡ଼ ଏଲ ମୁରୁଗାନ, ଅଜୟ ତାମତା,ବଣ୍ଡି ସଞ୍ଜୟ କୁମାର,କମଲେଶ ପାସ୍ୱାନ,ଭାଗିରଥି ଚୌଧୁରୀ,ସତୀଶ ଚନ୍ଦ୍ର ଦୁବେ,ସଞ୍ଜୟ ସେଠ,ରମିଜ ସିଂ,ଦୁର୍ଗା ଦାସ ଉଇକେ,ରକ୍ଷା ନିଖିଲ ଖଡ୍ସେ,ସୁକାନ୍ତ ମଜୁମଦାର,ସାବିତ୍ରୀ ଠାକୁର ଟୋକନ ସାହୁ,ରାଜଭୂଷଣ ଚୌଧୁରୀ,ଭୂପତି ରାଜୁ ଶ୍ରୀନିବାସ ବର୍ମା,ହର୍ଷ ମାଲହୋତ୍ରା,ନିମୁଭାଇ ମାନୁନିଆ,ମୁରଲୀଧର ମୋହନ,ଜର୍ଜ କୋରୀୟାନ,ପବିତ୍ର ମାର୍ଗେରିଟା, ପ୍ରମୁଖ ଶପଥ ନେଇଛନ୍ତି, ମୋଟ ପ୍ରଧାନମନ୍ତ୍ରୀ ଙ୍କୁ ମିଶାଇ 31 କ୍ୟାବିନେଟ ମନ୍ତ୍ରୀ ଓ 42 ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି,

Leave a comment

Your email address will not be published. Required fields are marked *