ଆଠଗଡର ଯୁବକଙ୍କ କୃତିତ୍ୱ


ଆଠଗଡ ( ଉଲ୍ଲାପ୍ର )ଆଠଗଡ ରାସରସିକ ପୁର ର ବୈଭବ ମହାରଣା, ଭାରତ ସରକାରଙ୍କ ର ବିଜ୍ଞାନ ଓ କାରିଗରି କୌଶଳ ଦ୍ବାରା ଆୟୋଜିତ science project ପ୍ରଦର୍ଶନୀ ରେ ଜାତୀୟ ସ୍ତରରେ selection ହୋଇ “INSPIRE manak award” ପାଇ ଦିଲ୍ଲୀ ଯାଇଛନ୍ତି।ତାଙ୍କର project ଥିଲା “Temperature regulated water bed ତଥା climate control water bed” । ସେ ରାସରସିକ ପୁରର ଡ.ରେବତୀ କାନ୍ତ ମହାରଣା ଓ ସସ୍ମିତା ଓଝା ଙ୍କ ସୁପୁତ୍ର ତଥା ଶ୍ରୀ ପତି ମହାରଣା ଙ୍କର ନାତି ଅଟନ୍ତି । ସେ ବର୍ତ୍ତମାନ ଭୂବନେଶ୍ବରର Sai International School ରେ ପାଠ ପଢୁଛନ୍ତି ।ବୈଭବଙ୍କ କୃତିତ୍ୱ ରେ ଆଠଗଡ ରେ ଖୁସିର ଲହରୀ ଖେଳି ଯାଇଛି,
