ଆଠଗଡ ସାହିତ୍ୟ ସମାଜର ନୂତନ କର୍ମକର୍ତ୍ତା ନିର୍ବାଚିତ


ଆଠଗଡ ( ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର ନୂତନ କର୍ମକର୍ତ୍ତା ନିର୍ବାଚିତ
ସଭାପତି ଭାବେ ସୁରେଶ ଚନ୍ଦ୍ର ପରିଡା
ଉପସଭାପତି ଭାବେ ଆଇନଜୀବୀ ବିଷ୍ଣୁ ପ୍ରସାଦ ସାହୁ
ସମ୍ପାଦକ ଭାବେ ଦ୍ୱିତୀୟଥର ପାଇଁ ବରିଷ୍ଠ ସାମ୍ବାଦିକ ତଥା ଉଦୟ ଲାବଣ୍ୟ ସମ୍ପାଦକ ଲଲାଟେନ୍ଦୁ ସେନାପତି
ସହ ସମ୍ପାଦକ ଭାବେ ସୁଧାଂଶୁ ଶେଖର ସାହୁ
ସଂଗଠନ ସମ୍ପାଦକ ଭାବେ ତ୍ରିଲୋଚନ ବେହେରା
କୋଷାଧକ୍ଷ ଭାବେ ଦୀପାଳି ଦାଶ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଯୋଗୁ ନିର୍ବାଚନ ଅଧିକାରୀ ସୁଶାନ୍ତ ମିଶ୍ର ସମସ୍ତଙ୍କୁ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହେଲେ ବୋଲି ଘୋଷଣା କରିଥିଲେ,