ଜିଲ୍ଲାପ୍ରେସକ୍ଲବ ପକ୍ଷରୁ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ
ଫୁଲବାଣୀ-(ସୁନୀଲପଟନାୟକ)
ଜିଲ୍ଲା ପ୍ରେସକ୍କବ ପକ୍ଷରୁ ରବିବାର ଏକ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା
ଏହି ଅବସରରେ ଫୁଲବାଣୀ ପ୍ରେସକ୍ଲବ ଠାରେ ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରେସ କ୍ଳବ୍ର ପ୍ରାକ୍ତନ ସଭାପତି ଓ ସଂପାଦକ ମାନଙ୍କୁ ସମର୍ଦ୍ଧନା ଦିଆଯାଇଥିଲା ବରୀଷ୍ଠ ସାମ୍ବାଦିକ ତଥା ପୂର୍ବତନ ସଭାପତି ଡ଼.ଅରୁପ ଜେନା, ଗୋପାଳକୃଷ୍ଣ ପଟ୍ଟନାୟକ, ସୁବାସ ଚନ୍ଦ୍ର ପ୍ରଧାନ, ନାରାୟଣ ସାହୁ ଓ ଶିବ ପ୍ରସାଦ ତ୍ରିପାଠୀ ପ୍ରମୁଖଙ୍କୁ ବର୍ତ୍ତମାନର ପ୍ରେସ କ୍ଳବ ସଭାପତି ସୁନୀଲପଟ୍ଟନାୟକ, ପୁଷ୍ପଗୁଛ, ମାନପତ୍ର ଓ ଉପଢେ।କନ ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।
ସେହିପରି ପ୍ରାକ୍ତନ ସଂପାଦକ ଜୟ ସେ ନପରୀଡ଼ା ଓ ଅଶେ । କ ମହାନ୍ତିଙ୍କୁ ମଧ୍ୟମାନ ପତ୍ର , ଉଉରୀୟ ପୁଷ୍ପଗୁ ଛଦେଇ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରି ସଭାପତି ଅଶୋକ ପରୀଡା,ସଂପାଦକ ପ୍ରଶାନ୍ତ ବେହେରା, ଉପସଭାପତି ସୁନୀଲ ବିଶ୍ଵାଳ ଉପସ୍ଥିତ ଥିଲେ । ସଦସ୍ୟ କାହ୍ନଚରଣ ଶତପଥୀସ୍ଵାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।
ପରେ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟନାରାୟଣ ବେହେରା , ରାଧାମୋହନ ମହାପାତ୍ର, ଆଦିତ୍ୟ ତ୍ରିପାଠି, ପ୍ରଶାନ୍ତ ଜେନା, ଶିବ ବିଶ୍ଵାଳ, ଶିବ ନା ଏକ, ବ୍ରଜବିହାରୀ ନନ୍ଦ, ସଞ୍ଜୟ ପାତ୍ର, ବୈଦ୍ୟନା ଏକ.ଦଃୁଖିଶ୍ୟାମ ପ୍ରଧାନ, ରାକେଶରାଉତ ,ସନ୍ତୋଷ ମିଶ୍ର,ରଂଜନ ଦାସ,ଙ୍କ ସମେତ ଶିବ ନା ଏକ, କାହ୍ନାପଟନାୟକ, କାହ୍ନା ବେହେରା, ଗୌର ବେହେରା ,ବଳଦେବ ବେହେରା, ହୁରଞନ ସେଠୀ,ଜାକିର ଖାନ ପ୍ରମୁଖଙ୍କ ସମେତ ବହୁ ଗଣ ମାଧ୍ୟମ ପ୍ରତିନିଧି, କ୍ୟାମେରା ମେନ, 6 ୱ ଵ ମିଡିଆ ପ୍ରତିନିଧି ଯୋଗ ଦେଇଥିଲେ ।