ଫୁଲବାଣୀ ବିଧାୟକ ଙ୍କ ଦ୍ୱାରା ଅଙ୍ଗନବାଡି ଗୃହ ଉଦଘାଟିତ
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ବ୍ଲକ ପହିରାଜୂ ପଂଚାୟତ ଠାରେ ଳକ୍ଷାଧିକ ଟଙ୍କା ବ୍ୟୟ ରେ ନିର୍ମିତ ନୂତନ ଅଙ୍ଗନବାଡି କେନ୍ଦ୍ର ଗୃହ କୁ ମଙ୍ଗଳବାର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି lସମ୍ମl ନିତ ଅତିଥୀ ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷl ସାରଥୀ ମଲ୍ଲିକ ଯୋଗ ଦେଇଥିଲେ l
ଏହି ନୂତନ କେନ୍ଦ୍ର ଅଂଚଳ ର କୁନି କୁନି ଶିଶୁ ଙ୍କ ଶିକ୍ଷା ର ବିକାଶ ଦିଗରେ ସହାୟକ ହେବ ମୁଖ୍ୟ ଅତିଥୀ ବିଧାୟକଂହର କହିଥିଲେ l
ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧିକାରୀ, ପଂଚାୟତ କର୍ମଚାରିଓ ସ୍ଥାନୀୟ ଲୋକ ଯୋଗ ଦେଇଥିଲେ l