#Breaking News

ପାଣି ପାଈଁ ରାସ୍ତା ରୋକ, ଯନ୍ତ୍ରୀ କୁ ଅଟକ ରଖିଲେ ମହିଳା, ବୁଝା ସୁଝା ପରେ ହଟିଲା ରାସ୍ତା ରୋକ


ଫୁଲବାଣୀ (ସୁନୀଲ ପଟନାୟକ )
ଖରା ଦିନ ନ ଆସୁଣୁ ପାନୀୟ ଜଳ ସମସ୍ୟା ଦେଖାଦେଲାଣି lପାନୀୟ ଜଳ ପାଇଁ ରାସ୍ତା ରୋକ କରିବା ସହ ଯନ୍ତ୍ରୀ କୁ ଅଟକ ରଖିଛନ୍ତି ଲୋକେ l
ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଫୁଲବାଣୀ ବ୍ଲକ ଅନ୍ତର୍ଗତ କଟ୍ରିଂଗିଆ ପଂଚାୟତ ର କାନାପାଟି ନୂଆସାହୀ ରେl
ଖବର ପାଇ ପୋଲିସ ଏସ. ଡ଼ି. ପି ଓ ମହେନ୍ଦ୍ରନାଥ ମୁର୍ମୁ ଓ ପ୍ରଶାସନିକ ଅଧିକାରୀମାନେ ବୂଝାସୁଝା କରିବା ପରେ କିଛି ସମୟ ପରେ ରାସ୍ତା ଅବରୋଧ ହଟିଲା ହେଲେ ପାଣି ନମିଳିବା ଯାଏ ଯନ୍ତ୍ରୀ କୁ ବନ୍ଧକ ରଖିଥିବା ଗ୍ରାମର ନାରୀ ନେତ୍ରୀ କୁନ୍ତୀ ଡିଗାଲ, ମମତା ଡିଗାଲ କହିଛନ୍ତି l
ତେବେ ଅତିଶୀଘ୍ର ପାନୀୟ ଜଳ ର ଵ୍ୟଵସ୍ଥା କରାଯିବା ସହ ବର୍ତମାନ ପାଣି ଟା ଙ୍କର ଯୋଗେ ଯୋଗାଇ
ଦିଆଜିବ ବୋଲି ଜଳ ଯୋଗାଣ ଯନ୍ତ୍ରୀଅଵକ୍ଷିତ ନନ୍ଦ କହିଛନ୍ତି l
ଗ୍ରାମ ଟି ପାହାଡିଆ ଅଂଚଳ ରେ ଥିବାରୁ ନଳକୂପ ରୁ କିମ୍ବା କୂଅ ରୁ ପାଣି ବାହାରୁନଥିବା କହିଛନ୍ତିଯନ୍ତ୍ରୀ ନନ୍ଦ l

Leave a comment

Your email address will not be published. Required fields are marked *