#Breaking News

ଏନୱାଇକେ ପକ୍ଷରୁ ଜିଲ୍ଲା ସ୍ତରୀୟ ଯୁବ ସମ୍ମିଳନୀ


ଫୁଲବାଣୀ (ସୁନୀଲ ପଟନାୟକ ) ଗୁରୁବାର ଫୁଲବାଣୀ ସହର ର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ସଭାଗୃହ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜ଼ିଲ୍ଲା ସ୍ତ ରୀ ୟ ଯୁବ ସମିଳନୀ ଅନୁ ଷ୍ଟି ତ ହୋ ଇ ଯା ଇ ଛି l ଏଥିରେ ମୁଖ୍ୟ ଅତିଥି ଭାବରେ NSS programme ଅଫିସର Dr. ନୀଳମାଧଵ ପାଢ଼ୀ ଯୋଗ ଦେ ଇ ଥିବା ବେଳେ ସନମାନିତ ଅତିଥି ଭାବରେ ଜ଼ିଲ୍ଲା ଶିଳ୍ପ କେନ୍ଦ୍ର ଫୁଲବାଣୀ ର ମୁଖ୍ୟପରିଚାଳକ N. k. Singh, ଜ଼ିଲ୍ଲା ମୁଖ୍ୟ ହସ୍ପିଟାଲ ର ପରାମର୍ଶ ଦାତା ଦେବାଶିଷ ମିଶ୍ର, ଆଇନିଜିବି ବିଜୟ କୃଷ୍ଣ ପଟନାୟକ,ଜ଼ିଲ୍ଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ଜ଼ିଲ୍ଲା ଶିଳ୍ପ କେନ୍ଦ୍ର ଫୁଲ ବାଣୀ ର ରାମ ଚନ୍ଦ୍ର ମାଝୀ, ବିଭୂପ୍ରିୟା ଜେନା ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଏବଂ ସହକର୍ମୀ ସତ୍ୟବାନ ଦଳବେହେରା ପ୍ର ମୁଖ ଯୋଗ ଦେ ଇ ଥିଲେ 1 ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଜ଼ିଲ୍ଲା ର ପ୍ରତେକ ବ୍ଲକ ର ଯୁବକ ଓ ଯୁବତୀ ଅଂଶ ଗ୍ରହଣ କରିଥିଲେ l ଏହି ଦିବସରେ ଭାରତ ସରକାର ଙ୍କ ର ବିଭିନ୍ନ କଲ୍ୟାଣ କାରି ଯୋଜନା ବିଷୟରେ ଆଲୋଚନା ହୋଇଥିଲା l ମୁଖ୍ୟ ଅତିଥି ଦିବସ ର ମୁଳ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଅବ ଗତ କରିଥିବା ବେଳେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜ଼ିଲ୍ଲା ଯୁବ ଅଧିକାରୀ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ କାର୍ଯ୍ୟାଳୟ ର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ବିଷୟରେ ଅବ ଗତ କରିଥିଲେ l
ସ୍ୱେଚ୍ଛା ସେବୀ ସୋନାଲି ଡିଗାଲ ଧନ୍ୟବାଦ ଦେଇ ଥିଲେ l

Leave a comment

Your email address will not be published. Required fields are marked *