#Breaking News

ସମ୍ଭାବ୍ୟ ବାତ୍ୟା ସଂପର୍କିତ ଚାଷୀଙ୍କୁ ଆଗୁଆ ସତର୍କତା ନେଇ ପ୍ରଚାର


ଫୁଲବାଣୀ(ସୁନୀଲ ପଟନାୟକ)
ସମ୍ଭାବ୍ୟ ବାତ୍ୟା ସଂପର୍କିତ ଚାଷୀଙ୍କୁ ଆଗୁଆ
ସତର୍କତା ନେଇ ବୁଧବାର ଠୁ ଚକାପାଦ ବ୍ଲକ କୃଷି ବିଭାଗ ପକ୍ଷରୁ ଅଟେ । ଯୋଗେ ପ୍ରଚାର ଆରମ୍ଭ ହୋଇଛି ।
ଏହି କାର୍ଯ୍ୟକ୍ରମକୁ ଶଙ୍କରା ଖୋଲସରପଞ୍ଚ ଚିତ୍ର ସେନ କହଁର ମୁଖ୍ୟଅତିଥି ଭାବେ ଯୋଗଦେଇ ସବୁଜ ପତ। କା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ବିଷ୍ଣୁ ଚରଣ କହର ଉପସ୍ଥିତ ଥିଲେ ।
ବର୍ତ୍ତମାନ ପରିସ୍ଥିତିରେ ବିଲରେ ୮୫ ପ୍ରତିଶତ ପାଚିଯାଇଥିବା ଧାନ କୁ କାଟି ଆଣିକଟ। ଧାନକୁ ବେଙ୍ଗଳା ପକାଇ ରଖିବା ନଚେତ ପଲିଥିନ ଘୋଡାଇ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା।ଏହ।ବ୍ୟତିତ ପ୍ରଧାନମନ୍ତ୍ରୀ ଫସଲ ବିମା ଦ୍ଵାରା ଚାଷୀମାନେ ରବୀଫସଲରବୀମା କରିବାପାଇଁ ପରାମର୍ଶ ଦିଆଯାଇଥିଲା।ଏଥିରେ ବ୍ଲକ କୃଷି ଅଧିକାରୀ ହେମନ୍ତ ଦାସ, କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ । କୃର୍ଷି ଅଧିଦର୍ଶକ ପଦ୍ମନାଭ ବେହେରା, ଆତ୍ମା ଏଟିଏମ ସାରଦା ଦାସ,କ ସମେତ ବହୁ ଜନ ସାଧାରଣ ଚାଷୀ ଯୋଗ ଦେଇଥିଲେ । ଏହି ପ୍ରଚାରଅଟେ ।୧୨ଟି ପଞ୍ଚାୟତର ସମସ୍ତ ଗ୍ରାମକୁ ଗ୍ରାମ ବୁଲିବ ବୋଲି ବ୍ଲକ କୃଷି ଅଧିକାରୀ ଦାସ କହିଛନ୍ତି।

Leave a comment

Your email address will not be published. Required fields are marked *