ଭଟ୍ଟାରିକା ମହାନଦୀରେ ବୁଡି ଯୁବକ ମୃତ
ନରସିଂହପୁର(ଉଲାପ୍ର)
ବଡ଼ମ୍ବା ବ୍ଲକ ଅନ୍ତର୍ଗତ ରତାପାଟ ସଡକ ସାହିର ପ୍ରଫୁଲ ସେଠୀ ୨୭ବର୍ଷ ଭଟାରିକା ଠାରେ ଗାଧୋଇବାବେଳେ ମହାନଦୀ ପାଣିରେ ବୁଡିଯାଇ ଥିଲେ।ତାଙ୍କୁ ଅଗ୍ନିିିିିସମ ବାହିନୀ ଉଦ୍ଧାର କରି ବଡ଼ମ୍ବା ଡାକ୍ତର ଖାନାକୁ ଆଣିଥିଲେ ମଧ୍ୱ୍ଵ ଡାକ୍ତତ ତାଙ୍କୁ ମୃତ ଘୋଷଣା କରିବା ପରେ ଯୁବକ ଙ୍କ ସବ ବ୍ୟବଚ୍ଛେଦ କରାଯାଇଛି।