ନୂଆ ରୂପରେ କରୋନା ପ୍ରତି ଅଧିକ ସତର୍କତା ଜରୁରୀ । ଲୋକଙ୍କୁ ସାବଧାନତା ନେଇ ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ
👉
- ଠିକ୍ ଭାବେ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ମାନିବା
- ସ୍କୁଲ, କଲେଜ, ମନ୍ଦିର ଓ ବଜାରରେ କୋଭିଡ୍ ନିୟମ ମାନିବା
- ଜନସମାଗମକୁ ସରକାର କୋହଳ କରିଥିଲେ ବି ଆମେ ଦୂରେଇ ରହିବା
-ବାହାର ରାଜ୍ୟରୁ ଫେରୁଥିଲେ ବ୍ୟକ୍ତିଙ୍କୁ ୭ଦିନ ପୃଥକବାସରେ ରଖିବା
-ସନ୍ଦିଗ୍ଧ ଲକ୍ଷଣ ଥିବା ବ୍ୟକ୍ତିଙ୍କ ତୁରନ୍ତ କରୋନା ପରୀକ୍ଷା କରାଇବା
-ସରକାରଙ୍କ ନିର୍ଦ୍ଧାରିତ ସାରଣୀ ଅନୁସାରେ କରୋନା ଟିକା ନିଶ୍ଚିତ ନେବା
-ଦେହ ହାତ ଅବଶ ଲାଗିବା ନୂଆ ରୂପର ନୂଆ ଲକ୍ଷଣ
-ଭୋକ ନ ହେବା, ମୁଣ୍ଡ ବିନ୍ଧା, ଦେହ ହାତ ଘୋଳାବିନ୍ଧା ନୂଆ ରୂପର ଲକ୍ଷଣ