Udaya Labanya >
Blog >
Uncategorized >
କଟକ ଜିଲ୍ଲା ତିଗିରିଆ, ନରସିଂହପୁର ଓ ବଡ଼ମ୍ବାରେ ବ୍ୟାପୁଥିବା କିଡ୍ନି ରୋଗ ପାଇଁ ଟାସ୍କ ଫୋର୍ସ ଗଠିତ । RMRC, SCB ସହିତ ରାଜ୍ୟ ବାହାରର ବିଶେଷଜ୍ଞ ସାମିଲ । କିଡ୍ନି ରୋଗ ବ୍ୟାପିବାର ଅନୁସନ୍ଧାନ, ଗବେଷଣା ଓ ରୋଗ ନିରାକରଣର ବାଟ ବାହାର କରିବ ଟିମ୍ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ସୂଚନା*
#Uncategorized

-
-
December 18, 2020
- 0 min read