ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜୋରଦାର
👉କେନ୍ଦ୍ର କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି । ୩ଟି ଯାକ ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି କଲେ ଚାଷୀ ସଂଗଠନ । ୩ ଯାକ ଆଇନ ରଦ୍ଦ ନହେବା ଯାଏ ଧାରଣା ଜାରି ରହିବ: ସଂଗଠନ
ସରକାରଙ୍କ ୨୦ ପୃଷ୍ଠାର ଲିଖିତ ପ୍ରସ୍ତାବକୁ ଖାରଜ କଲେ କୃଷକ ସଂଗଠନ
ସରକାରଙ୍କ ୯ଟି ପ୍ରସ୍ତାବ ଉପରେ ବିଚାରବିମର୍ଶ କରିବା ପରେ ନିଷ୍ପତ୍ତି । ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ମିଳିତ କୃଷକ ସଂଗଠନର ନିଷ୍ପତ୍ତି ।ଡିସେମ୍ବର ୧୨ରେ ସବୁ ଟୋଲ୍ଗେଟ୍କୁ ନିଃଶୁଳ୍କ କରିବେ କୃଷକ । ଡିସେମ୍ବର ୧୪ରେ ପ୍ରତି ଜିଲ୍ଲା ସ୍ତରରେ ଧାରଣା କରିବାକୁ ନିଷ୍ପତ୍ତି