୧୪ ଓ ୧୫ରେ ମାଟ୍ରିକ ଖାତା ମୂଲ୍ୟାୟନ ବନ୍ଦ

ଭୁବନେଶ୍ବର : ଓଡ଼ିଆ ଘରର ଗଣ ପର୍ବ ରଜ ଉପଲକ୍ଷେ ଜୁନ୍ ୧୪ ଓ ୧୫ ଦୁଇଦିନ ମାଟ୍ରିକ ମୂଲ୍ୟାୟନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରଜ ପର୍ବ ପାଇଁ ମୂଲ୍ୟାୟନ ବନ୍ଦ ରହିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ), ଓଡ଼ିଶା ପକ୍ଷରୁ ସୂଚନା ଦିଆଯାଇଛି।