ନରସିଂପୁରବ୍ଲକ୍ କୁ ଆସିଲେ 3005 ଓଡିଆ ପ୍ରବାସୀ।

ନରସିଂହପୁର,(ଉଲାପ୍ର) ନରସିଂହପୁର ବ୍ଲକ କୁ ଆସିଲେ 3005 ଓଡିଆ ପ୍ରବାସୀ। ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରବାସୀ ମାନଙ୍କୁ ରଖାଯାଇ ପର୍ଯ୍ୟାୟ କ୍ରମେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଘରକୁ ଛଡ଼ା ଯାଇଛି। ନରସିଂହପୁର ବ୍ଲକ୍ ସ୍ତରୀୟ covid-19 ର ଅଧ୍ୟକ୍ଷ ବିଡ଼ିଓ ପ୍ରଶାନ୍ତ କୁମାର ତରାଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ବ୍ଲକ୍ ରୁ 7 ଜଣଙ୍କୁ covid ହସ୍ପିଟାଲ୍ କୁ ଅଧିକ ସ୍ବାସ୍ଥ୍ୟ ସେବା ପାଇଁ ପଠାଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ବ୍ଲକ୍ ଚେୟାର ମ୍ୟାନ କିଶୋର ଚନ୍ଦ୍ର ମିଶ୍ର, ପଞ୍ଚାୟତ ସରପଞ୍ଚ, ଲୋକ ପ୍ରତିନିଧି ଓ ଜନ ସାଧାରଣ ପରିଚାଳନାରେ ସହଯୋଗ କରିଆସୁଛନ୍ତି।