ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ

ତିଗିରିଆ ବ୍ଲକ ପାଞ୍ଚ ଗାଁ ରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ପେଟ୍ରୋଲ ଟ୍ୟାଙ୍କର ଛକ ଉପରେ ଥିବା ଏକ ଘରକୁ ଧକା ଦେଇଥିବା ଜଣାପଡିଛି,ଟ୍ରକ ଟି ଦ୍ରୁତ ଗତିରେ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିଲା ବୋଲି ଜଣାପଡିଛି, ଗୃହ ମାଲିକଙ୍କ ଘର କିଛି ନଷ୍ଟ ହୋଇଥିବା ବେଳେ ଏଥିରେ ଟ୍ରକ ଡ୍ରାଇଭର ଙ୍କ ମୁଣ୍ଡ ଫାଟିଯାଇଥିବା ଜଣାପଡିଛି, ଭାଗ୍ୟ ବସତ ଗୃହ ମାଲିକଙ୍କ କିଛି କ୍ଷତି ହୋଇନାହିଁ,ଟ୍ରକ ଟିକୁ ପୋଲିସ ଜବତ କରିଛି।
