ଆଠଗଡ ଯୁବଗୋଷ୍ଠୀ ମାନଙ୍କର କ୍ୟାଣ୍ଡେଲ ଶୋଭାଯାତ୍ରା


ଗତବର୍ଷ ପୁଲବାମା ଠାରେ ଆତଙ୍କବାଦୀଙ୍କ ଲାଣ୍ଡଲାଇନ ବିସ୍ଫୋରଣରେ ସହିଦ ହୋଇଥିବା ଯବାନ ମାନଙ୍କ ଉଦ୍ଧେଶ୍ୟ ରେ ଶୁକ୍ରବାର ସନ୍ଧ୍ୟାରେ ଆଠଗଡ ଯୁବଗୋଷ୍ଠୀ ମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛନ୍ତି,ସହିଦ ମାନଙ୍କ ଉଦେଶ୍ୟରେ ୨୦୧୫ ବିଶ୍ୱନାଥ ବିଦ୍ୟାପୀଠର ଛାତ୍ର ଓ
ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ର୍ ଛାତ୍ର ମାନେ ଦୁଇଟି ଗ୍ରୁପ ରେ କ୍ୟାଣ୍ଡେଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ,ପରେ ଉଭୟ ଗ୍ରୁପର ଯୁବଗୋଷ୍ଠୀ ମାନେ ଵାଉତିଙ୍କ ମନ୍ଦିରରେ ଏକାଠି ହୋଇ ଦୀପଦା କରିଥିଲେ,ଯୁବଗୋଷ୍ଠୀ ଙ୍କ ଏହି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।
