ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ମୁମୂର୍ଷୁ ଅବସ୍ଥାରେ ଉଦ୍ଧାରକେଲେ ସ୍ଥାନୀୟଲୋକେ

ବ୍ରହ୍ମପୁର :ବ୍ରହ୍ମପୁର ଜିଲା ମେରାଇନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ହୋଇଥିବା ନେଇ ମେରାଇନ ଥାନାରେ ପରିବାରଲୋକେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ନାବାଳିାକା ଜଣଙ୍କ ୧୦ ତାରିଖରୁ ନିଖୋଜ ଥିଲେ। ଶନିବାର ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟଲୋକେ ମେରାଇନ ଅଞ୍ଚଳରୁ ଉଦ୍ଧାର କରିଥିଲେ। ପରେ ନାବାଳିକା ଜଣଙ୍କୁ ସ୍ଥାନୀୟଲୋକେ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।