ବନ୍ଧୁମିଳନ୍, ରେଭେନ୍ସା ମହାବିଦ୍ୟାଳୟର 1990 ବ୍ୟାଚ

ରାଜ୍ୟର ସର୍ବପୁରାତନ ରେଭେନ୍ସା ମହାବିଦ୍ୟାଳୟର 1990 ବ୍ୟାଚ ର୍ ଛାତ୍ରଛାତ୍ରୀ ମାନଙ୍କର ଦ୍ୱିତୀୟ ବାର୍ଷିକୀ ବନ୍ଧୁମିଳନ୍ କଟକର କମର ପଦା ଫାର୍ମ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି,ଏହି ବନ୍ଧୁ ମିଳନ ଉତ୍ସବ କୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ ଉଦୟଲାବଣ୍ୟର୍ ସମ୍ପାଦକ ଲଲାଟେନ୍ଦୁ ସେନାପତି ଓ ବିଶିଷ୍ଟ ବ୍ୟବସାୟୀ ପ୍ରଫୁଲ ଛାଟୋଇ ,ଏହି ବନ୍ଧୁ ମିଳନ କୁ ସହଯୋଗ କରିଥିଲେ ରବି ପ୍ରଧାନ,ମିନତୀ ସାମନ୍ତ ରାୟ, ଜ୍ୟୋତି ସ୍ୱାଇଁ,ଜୟଦେବ ମହାରଣା,ଜ୍ୟୋତି ମହାରଣା,ମନ୍ମଥ ସସ୍ମିତା,ଚନ୍ଦନା ନାରାୟଣ, ନଳିନୀ ବିଶ୍ୱାଳ,ଚନ୍ଦ୍ରଶେଖର,ସୁବ୍ରତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ଏଥିରେ ଯୋଗଦେଇଥିବା ରେଭେନ୍ସା ର୍ ସମସ୍ତ ବନ୍ଧୁ ମାନଙ୍କ ପତ୍ନୀ ଓ ତାଙ୍କ ସ୍ୱାମୀ ମାନେ ଏହି ଉତ୍ସବ ରେ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ,ରେଭେନ୍ସା ବନ୍ଧୁ ମାନଙ୍କ ପିଲା ମାନେ ନୃତ୍ୟ ପରିବେଷଣ କରିଥିଲେ






