ସରସ୍ୱତୀ ଶିଶୁ ମନ୍ଦିରର ର୍ବାର୍ଷିକ ଉତ୍ସବ, ବେଣ୍ଟପଦା ।

ଆଠଗଡ ବ୍ଲକ ଅନ୍ତର୍ଗତ ବେଣ୍ଟପଦା ସରସ୍ୱତୀ ଶିଶୁ ମନ୍ଦିର ର୍ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ସମାଜସେବୀ ରାଧାକୃଷ୍ଣ ପଟ୍ଟନାୟକ, ପୂର୍ବତନ ଜିଲାପରିଷଦ ଉପାଧକ୍ଷ ନିରୂପମା ଭଞ୍ଜ, ବେଣ୍ଟପଦା ସରପଞ୍ଚ କନକ ଲତା ସାହୁ, ବିଶ୍ୱନାଥ ବିଦ୍ୟାପୀଠ ଶିକ୍ଷକ କାଶୀନାଥ ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ଚରିତ୍ର ଗଠନ ରେ ବାପ ମା ସହାୟକ ହେବେ ବୋଲି ଅତିଥି ମାନେ ପରାମର୍ଶ ଦେଇଥିଲେ, ଛାତ୍ରଛାତ୍ରୀ ମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

