#Exclusive

ମା କୁତାମ ଚଣ୍ଡୀ ଅନୁଷ୍ଠାନ ର ନିଆରା ଉଦ୍ୟମ ପାଇଁ ପ୍ରଶଂସା ର ଶୁଅ ଛୁଟୁଛି

କଟକ ଜିଲ୍ଲା ନିଆଳୀ ବ୍ଲକ ଅନ୍ତ୍ରଗତ ପୋଖରୀଗ୍ରାମ ରେ ଆଜିକୁ ପ୍ରାୟ 15 ବର୍ଷ ହେବ ପୋଖରୀଗ୍ରାମ ର ମା କୁତାମ ଚଣ୍ଡୀ ଙ୍କ ସନିକଟ ରେ ମାର୍ଗଶୀର ମାସ ଶେଷ ଗୁରୁବାର ମା ମହାଲଷ୍ମୀ ପୂଜା ଅନୁଷ୍ଠିତ ହୋଇଥାଏ ସବୁ ବର୍ଷ ପରି ମା ମହାଲକ୍ଷ୍ମୀ ପୂଜା କମିଟି ଓ ପୋଖରୀଗାଁ ଗ୍ରାମ ବାସି ବୃନ୍ଦ ଙ୍କ ସହାଯ୍ୟ ସହାୟତା ରେ ଏହି ପୂଜା ହୋଇ ଆସୁଛି ସବୁ ବର୍ଷ ଏହି ପୂଜା କମିଟି କିଛି ନୂଆ କରିବାର ପ୍ରୟାସ କରିଆସୁଛି ଯେମିତି କି ଛୋଟ ପିଲାମାନଙ୍କ ମନ ରେ ହସ ଖୁସି ଟିକେ ଦେବା ପାଇଁ ଏହି ବର୍ଷ ବେଶେଷ ଆକର୍ଷଣ ନଟିଆ କାଟୁନ ର ନଟିଆ ଓ ସମାଜ କୁ ବାର୍ତା ଦେଲା ଭଳି ଗଛ ଲଗାନ୍ତୁ ପୁରଥି କୁ ସୁରକ୍ଷିତ ରଖନ୍ତୁ ସର୍ବଦା ଗାଡି ଚାଲେଇଵା ସମୟ ରେ ହେଲେମଟ ବେବହାର କରନ୍ତୁ ଏମିତି ଅନେକ କିଛି ଏହି ପ୍ରୟାସ ଖାସ କରି କମିଟି ର ଛୋଟ ବଡ ଦୁଇ ସଦସ୍ୟ ଆଦେଶ ବସ୍ତିଆ ଓ ସଞ୍ଜୟ ସ୍ୱାଇଁ ଙ୍କ ପ୍ରୟାସ ଓ ଚିନ୍ତାଧାରା ଓ ଏହି ବର୍ଷ ଏହି କମିଟି କିଛି ନୂଆ କରିଛି ଯେମିତି କି ଏହି ନିଆଳୀ ଅଂଚଳର ଅନେକ ବିବେକା ନନ୍ଦ ଶିକ୍ଷା କେନ୍ଦ୍ର ଓ ସ୍ବରସ୍ୱତୀ ଶିଶୁବିଦା ମନ୍ଦିର ଓ ପୋଖରୀଗାଁ ସମସ୍ତ ସ୍କୁଲ ର ଛୋଟ ଛୋଟ ଛାତ୍ର ଛାତ୍ରୀ ଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଓ ଶେଷରେ ସେମାଙ୍କୁ ସଂମ୍ମାନ ଓ କିଛି ମାନ୍ୟ ମାନ୍ୟ ବ୍ୟାକ୍ତି ବେଶେଷ ସମାଜ ସେବି ତଥା ଶିକ୍ଷକ ଅଭିନେତା ଡାକ୍ତର ଓ ଅନ୍ୟ ବିଶେଷ ମାନଙ୍କୁ ସଂମ୍ମାନିତ କରାଯାଇଥିଲା ଏହି ସମ୍ପୂର୍ଣ କାଯ୍ୟ ନିଜେ କମିଟି ର ସମ୍ପାଦକ ଶ୍ରୀ କଳ୍ପତରୁ ଦାଶ ମହୋଦେୟ ନିଜେ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାମ କୁ ଠିକ ଭାବେ ପାଳନ କରିବା ସହ ନିଜେ ମଧ୍ୟ ଏହି ବର୍ଷ ର ପୂଜା କୁ ଭଲ ଭାବେ ପରିଚାଳନା କରିଥିଲେ କମିଟି ତରଫରୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଦାନ କରାଯାଇଥିଲା

Leave a comment

Your email address will not be published. Required fields are marked *