ଓଡ଼ିଆ ଭାଷା ଆନ୍ଦୋଳନର ପଦସ୍ୱର ‘ମା’ ଉତ୍ତାରାଚଣ୍ଡି ମନ୍ଦିରରେ

ଆଠଗଡ଼ (୧୫/୧୨/୧୯) ମନୋରଞ୍ଜନ ମହାପାତ୍ର : ଓଡ଼ିଆ ଭାଷା ଆନ୍ଦୋଳନ ର କର୍ମକର୍ତ୍ତା ମାନଙ୍କର ଏକ ସଭା ସ୍ଥାନୀୟ ଉତ୍ତରାଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶା ଏକ ଭାଷା ଭିତ୍ତିକ ରାଜ୍ୟ ରେ ପରିଣତ ହେବା ପାଇଁ ସମସ୍ତେ ଚେଷ୍ଟା କରିବାକୁ ମତ ପ୍ରକାଶ ।