ଉତ୍କଳ ସାମ୍ବାଦିକ ସଂଘ ର ଜାତୀୟ ପ୍ରେସ ଦିବସ ପାଳନ ।

ଜାତୀୟ ପ୍ରେସ ଦିବସ ଅବସରରେ ଉତ୍କଳ ସାମ୍ବାଦିକ ସଙ୍ଘ,ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଙ୍ଘ ଓ ପିପିଲି ସାମ୍ବାଦିକ ସଂଘ ତରଫରୁ ପିପିଲି ଠାରେ ଜାତୀୟ ପ୍ରେସ ଦିବସ ପାଳିତ,ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅବସରପ୍ରାପ୍ତ ବିଚାରପତି ବୀରକିଶୋର ମିଶ୍ର,ମହିଳା ସାମ୍ବାଦିକା ଡ଼ଃ ସୁନୀତି ମୁଣ୍ଡ,ଦି ଗାଡ଼ିଆନ ର୍ ସମ୍ପାଦକ ସଂଜୀବ ନାୟକ,ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଜିମୁତ ମଙ୍ଗରାଜ,ସମ୍ପାଦକ ବେଣୁଧର ପଣ୍ଡା,ପିପିଲି ସାମ୍ବାଦିକ ସଙ୍ଘ ରଜତ ରଞ୍ଜନ ଦାଶ,ସମ୍ପାଦକ ରାଜ କିଶୋର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।


