କେତେ ଅବିବେକି ଆମ ସମାଜ ଆଉ ରାଜନୈତିକ କର୍ମୀମାନେ, କୁଷ୍ପଙ୍ଗି ପଂଚାୟତ ପହିଲାବର ଗ୍ରାମରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏକ ଅଟୋ ଧକାରେ ନାବାଳିକା ର୍ ମୃତୁହେବା ପରେ …
କେତେ ଅବିବେକି ଆମ ସମାଜ ଆଉ ରାଜନୈତିକ କର୍ମୀମାନେ, କୁଷ୍ପଙ୍ଗି ପଂଚାୟତ ପହିଲାବର ଗ୍ରାମରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏକ ଅଟୋ ଧକାରେ ନାବାଳିକା ର୍ ମୃତୁହେବା ପରେ ସେହି ନାବାଳିକା ଟିକୁ କିଏ ଆଣି ଆଠଗଡ ମେଡିକାଲ ରେ ପକାଇ ଦେଇ ପଳାଇଯାଇଛି,ଅନ୍ୟ ପକ୍ଷରେ ପିଲାଟିର ବାପ କି ମା କିମ୍ବା କୌଣସି ସମ୍ପର୍କୀୟ ମଧ୍ୟ ମେଡିକାଲରେ ସନ୍ଧ୍ୟା ସୁଦ୍ଧା ପହଂଚି ନଥିଲେ,ବରଂ ଗ୍ରାମବାସୀ ମାନେ ସେହି ସମୟରେ କୁଷ୍ପଙ୍ଗି ଠାରେ ରାସ୍ତା ରୋକ କରିଥିଲେ,ଇ ଏ କଣ ଆମ ମାନବିକତା,ଧିକ ତୁମ ରାଜନୀତି