ସାଙ୍ଗ ପାଇଁ ଗୋଟିଏ ଦିନ 1983 ବିଶ୍ୱନାଥ ବିଦ୍ୟାପୀଠ ମାଟ୍ରିକ ବ୍ୟାଚର୍ 20 ତମ ବନ୍ଧୁମିଳନ ଅନୁଷ୍ଠିତ
ସାଙ୍ଗ ପାଇଁ ଗୋଟିଏ ଦିନ
1983 ବିଶ୍ୱନାଥ ବିଦ୍ୟାପୀଠ ମାଟ୍ରିକ ବ୍ୟାଚର୍ 20 ତମ ବନ୍ଧୁମିଳନ ଅନୁଷ୍ଠିତ,ଗତବର୍ଷ ଜଣେ ସାଙ୍ଗ ଟୁନା ସେଠୀ ଓ ତାଙ୍କ ସହଧର୍ମିଣୀ ଗୋଟିଏ ଦିନରେ ପରଲୋକ ଗମନ କରିଥିବାରୁ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯିବା ସହିତ ନିରାଡ଼ମ୍ବର ଭାବେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା,ଭୋଜି ଭାତକୁ ନିରାଡ଼ମ୍ବର ଭାବେ କରାଯିବା ସହିତ ସ୍ବର୍ଗତ ଟୁନା ସେଠୀଙ୍କ ଦୁଇ ପୁଅ ଓ ଝିଅ ନାମରେ 11 ହଜାର ଟଙ୍କା ସାଙ୍ଗ ମାନଙ୍କ ତରଫରୁ ଫିକ୍ସ ଡିପୋଜିଟ କରାଯାଇ ଏକ ପ୍ରତିନିଧି ଦଳ ତାଙ୍କ ଘରକୁ ଯାଇ ପୁଅ ଝିଅକୁ ପ୍ରଦାନ କରିଥିଲେ