ଆଠଗଡ ରେ ଶୀତ ର୍ ପ୍ରକୋପ ଗତ କିଛିଦିନ ହେଲା ବଢି ବଢି ଚାଲିଛି,ରାତି 12ଟା ପରେ ତାପମାତ୍ରା 13 ଡିଗ୍ରୀକୁ ଖସି ଆସିଛି,ବିଶେଷ କରି ଆଠଗଡ ସହରାଞ୍ଚଳ ରେ ବିଭିନ୍ନ ସାହି ବସ୍ତିରେ ଲୋକ ମାନେ ନିଆଁ ପୁଆଉଁଥିବା ଦେଖାଯାଉଛି,ସତେ ଯେମିତି ହାଡଭଙ୍ଗା ଶୀତ ବହୁବର୍ଷ ପରେ ପୁଣି ଫେରିଛି